4 Sept 2026, 12:05 UTC≈3,080 views25 reactionsread 7 November 2026 Photo
🦚✨ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ✨🦚
🙏 ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ସମସ୍ତ Odisha Job Aspirantsଙ୍କ ଜୀବନ ସୁଖ, ଶାନ୍ତି ଓ ସଫଳତାରେ ଭରିଯାଉ। 💙
📚 ପରିଶ୍ରମ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ ଓ ନିଜ ସ୍ୱପ୍ନ ଉପରେ ବିଶ୍ୱାସ ରଖନ୍ତୁ—
ଆଜିର ସଂଘର୍ଷ ହିଁ ଆସନ୍ତାକାଲିର ସଫଳତା। 💪✨
🪈 ଜୟ ଶ୍ରୀକୃଷ୍ଣ 🙏💙
🌸 Happy Janmashtami to All Aspirants! 🌸
❤22👍2🥰1
The owner of this channel has been inactive for the last 17 months. If they remain inactive for the next 29 days, they may lose their account and admin rights in this channel. The contents of the channel will remain accessible for all users.
15 Aug 2026, 04:11 UTC≈5,120 views16 reactionsread 7 November 2026 Photo
Photo, posted without a caption
👍12❤4
15 Aug 2026, 00:48 UTC≈4,820 views2 reactionsread 7 November 2026 File
File, posted without a caption
👍2
10 Aug 2026, 23:54 UTC≈5,310 views6 reactionsread 7 November 2026 File
File, posted without a caption
👍5❤1
9 Aug 2026, 01:42 UTC≈5,640 views49 reactionsread 7 November 2026 ନିଜ ଭିତରେ ଜଳିବା ଅର୍ଥ କଣ ! ଏ ଏକ ଅବୁଝା କଥା। ସହଜରେ ବୁଝି ହୁଏନି କିମ୍ବା ବୁଝାଇ ବି ହୁଏନି। ମଣିଷ ଏମିତି ସବୁବେଳେ କାହିଁକି ଜଳୁଥାଏ, ପ୍ରତିଥର ନିଜ ଭିତରେ। ହେଇପାରେ ଜଳିବା ରେ ହିଁ ପ୍ରାୟଶ୍ଚିତ ଥାଇପାରେ। ଦୁଃଖ ବି ଥାଇ ପାରେ। ଯନ୍ତ୍ରଣା ବି ଲୁଚି କି ଥାଇ ପାରେ। କିଛି ଗୋଟେ ତ ଅଛି। ସେଥି ପାଇଁ ତ ମଣିଷ ଜଳି ଚାଲିଛି। ଜଳିବାର ମୁଖ୍ୟ କାରଣ ଇତିହାସ। ଇତିହାସର କେଉଁ ଗୋଟେ ଭୁଲ, କେହି ଜଣେ ଚରିତ୍ର କିମ୍ବା କିଛି ଗୋଟେ ସମୟ। ମଣିଷ ପାଇଁ ତ ଏତକ ଦାୟୀ, ଆଜୀବନ ତାକୁ ଜାଳିବା ପାଇଁ। କିଏ କଣ କେବେ ଚିନ୍…
❤31👍18
2 Aug 2026, 04:13 UTC≈4,380 views42 reactionsread 7 November 2026 ଆମ ସମସ୍ତଙ୍କର ଗୋଟେ ଅନ୍ତର୍ଗତ ଦୁଃଖ ଥାଏ। ସେ ଦୁଃଖ ଆମର ଖୁବ୍ ନିଜର। ଏତେ ନିଜର ଯେ, ସେ କେବଳ ଆମ ହୃଦୟ ଭିତରେ ଥାଇ କଷ୍ଟ ଦେଇ ଚାଲିଛି। ଯେତେ ଚେଷ୍ଟା କରି ବି ଆପଣ ସେ ଦୁଃଖକୁ ପାଟିକୁ ଆଣି ସେ ଦୁଃଖରେ ଶବ୍ଦ ଯୋଡ଼ି ପାରିନାହାଁନ୍ତି। ଏଇଟା ସତ ନୁହେଁ କି ? ଆମେ ଅନେକ ସମୟରେ ଚେଷ୍ଟା କରି ମଧ୍ୟ ନିଜ ଭିତରୁ ଦୁଃଖକୁ କାଢି ପାରୁ ନାହାନ୍ତି। ଏଇଟା ବି ମିଛ ନୁହେଁ ଏ ଦୁଃଖର ସମାଧାନ କେଉଁ ଦିନରୁ କାଳର ମାୟାରେ ଲୀନ ହେଇ ଯାଇଛି। ସମାଧାନହୀନ, କଷ୍ଟଯନ୍ତ୍ରଣା ପୂର୍ଣ୍ଣ ଦୁଃଖ। ସମସ୍ତେ କୁହନ୍ତି ଦୁଃଖ ବାଣ୍ଟିଲ…
❤42
31 Jul 2026, 15:30 UTC≈3,540 views6 reactionsread 7 November 2026 Forwarded from @odishateachingjobs
💥*D.El.Ed. ପ୍ରବେଶିକା ପରୀକ୍ଷା ୨୦୨୬-୨୮* :
📌 Admit Card:
https://scertodishadeled2026.cbtexam.in/Candidate_2026Aug/ExistingUser.aspx?usertype=existing
📝 ପରୀକ୍ଷା ତାରିଖ: ୭ ଅଗଷ୍ଟରୁ ୧୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ।
⏰ ପରୀକ୍ଷା ସମୟ:
ସ୍ଲଟ୍–୧: ସକାଳ ୭:୦୦ – ୯:୩୦
ସ୍ଲଟ୍–୨: ସକାଳ ୧୦:୦୦ – ୧୨:୩୦
(PH ପ୍ରାର୍ଥୀ: ସକାଳ ୧୦:୦୦ – ଦିନ ୧:୦୦)
ସ୍ଲଟ୍–୩: ଦିନ ୧:୦୦ – ୩:୩୦
ସ୍ଲଟ୍–୪: ସନ୍ଧ୍ୟା ୪:୦୦ – ୬:୩୦
📄 ସମସ୍ତ ପ୍ରାର୍ଥୀ SAMS ପୋର୍ଟାଲରୁ Admit Card ଡାଉନଲୋଡ୍ କରି ତ…
❤5🙏1
31 Jul 2026, 02:55 UTC≈3,550 views5 reactionsread 7 November 2026 Forwarded from @odishateachingjobsPhoto
Photo, posted without a caption
❤5
25 Jul 2026, 14:40 UTC≈4,810 views12 reactionsread 7 November 2026 Photo
Photo, posted without a caption
❤7👍5
24 Jul 2026, 03:18 UTC≈5,280 views12 reactionsread 7 November 2026 🌼 ରଥ ବାହୁଡାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। 🙏
ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପାରେ ଆପଣଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ।
ବାହୁଡା କେବଳ ରଥର ଫେରିବା ନୁହେଁ, ଏହା ଆମ ମନକୁ ପ୍ରେମ, ଭକ୍ତି ଓ ଆଶାର ପଥକୁ ଫେରାଇ ଆଣିବାର ପବିତ୍ର ଯାତ୍ରା।
ଜୟ ଜଗନ୍ନାଥ! 🙏🚩
❤12
19 Jul 2026, 08:54 UTC≈5,610 views34 reactionsread 7 November 2026 Forwarded from @odishateachingjobs
ଅତିବଡ଼ି - ଜଗନ୍ନାଥ ଦାସ
କବିବର - ରାଧାନାଥ ରାୟ
ଭୂମିପୁତ୍ର - ବିଜୁ ପଟ୍ଟନାୟକ
ନେତାଜୀ - ସୁଭାଷ ଚନ୍ଦ୍ର ବୋଷ
କଳାନିଧି - ବାଞ୍ଚାନିଧି ଶତପଥୀ
ଆଦି କବି - ସାରଳା ଦାସ
ଭକ୍ତ କବି - ମଧୁସୂଦନ ରାଓ
ସନ୍ଥ କବି - ଭୀମ ଭୋଇ
ଗଣ କବି - ବୈଷ୍ଣବ ପାଣି
କାନ୍ତ କବି - ଲକ୍ଷ୍ମୀକାନ୍ତ ମହାପାତ୍ର
କବି ଚନ୍ଦ୍ର - କାଳି ଚରଣ ପଟ୍ଟନାୟକ
କର୍ମବୀର - ଗୌରୀଶଙ୍କର ରାୟ
ଗାଥା କବି - ଗୋଦାବରୀଶ ମିଶ୍ର
ପଲ୍ଲୀ କବି - ନନ୍ଦକିଶୋର ବଳ
ବ୍ୟାସ କବି - ଫକୀର ମୋହନ ସେନାପତି
ବାଣୀ କଣ୍ଠ - ନିମାଇଁ ଚରଣ ହରିଚନ୍ଦନ
କବି ସୂର୍ଯ୍ୟ - …
❤33👍1
Showing the 12 most recent of 26 posts we hold for @laxmidharsirnotes. View and reaction counts are the latest single reading for each post, not a live figure, and a recent post is still accumulating both. A view count marked ≈ was rounded by Telegram before we ever saw it — t.me prints views in full below 1,000 and to three significant figures above, so ≈1,200,000 means somewhere between 1,150,000 and 1,249,999. Unmarked counts are exact. Text is reproduced from the public post preview and truncated for length.